Video: ସ୍ୱାସ୍ଥ୍ୟ କେନ୍ଦ୍ରରେ ନର୍ସଙ୍କ ଦୌରାତ୍ମ୍ୟରେ ରୋଗୀ ହନ୍ତସନ୍ତ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Wed, 27 Nov 2024-2:40 pm,

Odisha News: ଶିଶୁ ପୁତ୍ରର ଦେହ ଅସୁସ୍ଥ ଥିବା ନେଇ ନିକଟସ୍ଥ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ଶିଶୁର ପିତା ମାତା ଉଭୟଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ନର୍ସୀଂ ଅଫିସର ରଞ୍ଜିତା ନାୟକ ସେବା ପରିବର୍ତ୍ତେ ଜାତିଆଣ ମନ୍ତବ୍ୟ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଅଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ ମନମୟ କୁମାର ସାମନ୍ତ ସିଂହାରଙ୍କୁ ସୋମବାର ଏକ ଲିଖିତ ଅଭିଯୋଗ ଦେବା ସହ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ମଧ୍ୟ ଅଭିଯୋଗ ଦିଆଯାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link