Srimandir: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ପ୍ରିୟମ୍ବଦା ରଣା Tue, 26 Mar 2024-8:34 am,

Srimandira: ଗତକାଲି ଶ୍ରୀ ମନ୍ଦିରରେ ଦୋଳ ପୂର୍ଣ୍ଣିମା ଉତ୍ସବ ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ପତିତପାବନ ଶ୍ରୀ ଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ ୦୭:୨୦ ସମୟରେ ଶେଷ ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link