Sofia Ansari ଙ୍କ ସୌନ୍ଦର୍ଯ୍ୟ ଦେଖି ଦିୱାନା ହେଲେ ଲୋକେ, ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ

ଜୀ ଓଡ଼ିଶା ଡେସ୍କ Sun, 17 Sep 2023-10:05 pm,

Sofia Ansari latest viral video: ସୋଫିଆ ଅନସାରୀ, ଯିଏ ନିଜର ବୋଲ୍ଡନେସ ଯୋଗୁଁ ପ୍ରାୟତଃ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଥାନ୍ତି । ବର୍ତ୍ତମାନ ସୋଫିଆ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁ ଭିଡିଓରେ ଅଭିନେତ୍ରୀ କଫି କପ୍ ଓ ଚେତନ୍ ଭଗତଙ୍କ ନୋବେଲ୍ ସହ ପ୍ରକୃତିକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link