Road Accident: ଖଟଲାପଦର ବ୍ରିଜ ନିକଟରେ ଓଲଟିଲା ବରଯାତ୍ରୀ ଭ୍ୟାନ୍, ୨ ମୃତ

Sun, 17 Mar 2024-2:52 pm,

କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁନ୍ଦୁରା ଥାନା ଅନ୍ତର୍ଗତ ଜିରାଗୁଡା ଏବଂ ଖଟଲାପଦର ଗ୍ରାମ ମଧ୍ୟରେ ଥିବା ଖଟଲାପଦର ବ୍ରିଜ ନିକଟରେ ଓଲଟିଲା ବରଯାତ୍ରୀ ଯାଉଥିବା ପିକ୍ ଅପ୍ ଭ୍ୟାନ। ଦୁର୍ଘଟଣା ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ଜଣା ପଡ଼ିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ମାନଙ୍କ ମଧ୍ୟରୁ କିଛି କୁନ୍ଦ୍ରା ଚିକିତ୍ସାଳୟ ଅନ୍ୟ ଗୁରୁତର ଆହତ ସମେତ କିଛି ଆହତ ମାନେ ଜୟପୁର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ବରଯାତ୍ରୀ ଗାଡିଟି ଶଶାହାଣ୍ଡି ଯାଉଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link