Rudra Maharathy: ବିଧାୟକ ରୁଦ୍ର ମହାରଥୀଙ୍କ ଗ୍ରାଣ୍ଡ ଏଣ୍ଟ୍ରି ଦେଖି ଫ୍ୟାନ୍ସ କହିଲେ `ପିପିଲି ମାଟିର ସୁପର ହିରୋ`

ରଶ୍ମିତା ସାହୁ Sat, 16 Sep 2023-5:03 pm,

ପିପିଲିର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେଇଛନ୍ତି ବିଧାୟକ ରୁଦ୍ର ମହାରଥି । ଅନେକ ସମୟରେ ଗରିବ ଗୁରୁବାଙ୍କୁ ସାହାଯ୍ୟର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଦେଖି ରୁଦ୍ର ମହାରଥୀଙ୍କ ପ୍ରଂଶସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଭିଡିଓ ପୋଷ୍ଟ ପରେ ଅନେକ ସମର୍ଥକ ଲେଖିଛନ୍ତି 'ପିପିଲି ମାଟିର ସୁପର ହିରୋ' ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link