Chirah Paswan: ଷ୍ଟେଜ ଉପରେ ମୋଦୀଙ୍କୁ କୁଣ୍ଢାଇ ପକେଇଲେ ଚିରାଗ ପାଶୱାନ

Fri, 07 Jun 2024-5:39 pm,

ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଏଥିପାଇଁ ଆଜି ଏନଡିଏର ବୈଠକ ଡକାଯାଇଛି । ଏନଡିଏ ବୈଠକରେ ମନ୍ତ୍ରୀମଣ୍ଡଳର ରୂପରେଖ କଣ ରହିବ ଏବଂ କାହାକୁ କେଉଁ ବିଭାଗ ମିଳିବ ସେନେଇ ଆଲୋଚନା ହୋଇପାରେ । ତେବେ ଏହି ଏନଡିଏ ବୈଠକ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ସଂସଦୀୟ ଦଳ ବୈଠକ ବସିଛି । ଯେଉଁଥିରେ ଚିରାଗ ପାସୱାନଙ୍କୁ ସଂସଦୀୟ ନେତା ବାଛିଛନ୍ତି ଦଳୀୟ ସାଂସଦ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link