Video: ଗଛରେ ଥିବା ଟମାଟୋକୁ ଦଂଶନ କରୁଛି ବିଷାକ୍ତ ସାପ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 20 Sep 2024-9:17 pm,

Viral Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ବିଷାକ୍ତ ସାପ ଟମାଟୋ ଗଛ ମୂଳରେ ରହି ଟମାଟୋକୁ ଦଂଶନ କରିବାରେ ଲାଗିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଯଦି ଏହି ଟମାଟୋକୁ କେହି ତୋଳିନେଇ ଖାଦ୍ୟ ହିସାବରେ ବ୍ୟବହାର କରେ ତେବେ ତାର ଅବସ୍ଥା କମ ହେବ ?  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link