Video: ଟ୍ରାଫିକ୍ ପୋଷ୍ଟରେ ଏମିତି କାମ କରି ଭାଇରାଲ୍ ହେଲେ ପୋଲିସ ବାବୁ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 12 Sep 2024-10:40 pm,

Video: ଏହି ଟ୍ରାଫିକ ପୋଲିସ ଜଣକ ନିଜ କର୍ତ୍ତବ୍ୟସ୍ଥଳରେ ବେଶ୍ ନିଆରା ଢଙ୍ଗରେ କାମ କରୁଛନ୍ତି । କେହି କେହି ତାଙ୍କୁ ଡ୍ୟାନ୍ସର ଟ୍ରାଫିକ୍ ପୋଲିସ ବୋଲି କହିଥାନ୍ତି । ନିଆରା ଶୈଳୀରେ କାର୍ଯ୍ୟ ସମ୍ପାଦନ କରି ବେଶ୍ ଚର୍ଚ୍ଚାରେ ଥିବା ଏହି ଟ୍ରାଫିକ ପୋଲିସଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link