Srimandir Parikrama Project: ବଲିଉଡ ଗାୟକ ଜୁବିନ ନୌଟିୟାଲଙ୍କ କଣ୍ଠରେ `ଜୟ ଜଗନ୍ନାଥ ସ୍ୱାମୀ` ଗୀତ

Tue, 16 Jan 2024-1:52 pm,

Jubin Nautiyal: ମନ୍ତ୍ରଧ୍ବନିରେ ମୁଖରିତ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ମହାଯଜ୍ଞ । ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଛି ଶଙ୍ଖକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ପାଇଁ ଅଧିକ ଉତ୍ସବମୁଖର ହୋଇପଡ଼ିଛି ପୁରୀ । ସାରା ସହର ସହ ସଜେଇ ହୋଇଛି ବଡ଼ଦାଣ୍ଡ । ପରିକ୍ରମା ପ୍ରକଳ୍ପ ଯଜ୍ଞଶାଳାରେ ଚାଲିଛି ମନ୍ତ୍ରପାଠ । ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି । ଆଉ ଏହାରି ମଧ୍ୟରେ ଏବେ ପ୍ରତିଟି ଓଡ଼ିଆଙ୍କ ଭାବାବେଗରେ ଯୋଡ଼ି ହୋଇଛି ବଲିଉଡ ଗାୟକ ଜୁବିନ ନୌଟିୟାଲଙ୍କ କଣ୍ଠରେ 'ଜୟ ଜଗନ୍ନାଥ ସ୍ୱାମୀ' ଗୀତ । ଆପଣ ବି ଶୁଣନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link