Prakruti Mishra: ୧୦ ଲକ୍ଷ ଫଲୋଅର୍ସ ପରେ ଏମିତି ସେଲିବ୍ରେଟ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

Sat, 02 Dec 2023-7:52 pm,

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କିଏ ବା ନଜାଣେ । ମଡେଲିଂ ସହ ଅନେକ ମ୍ୟୁଜିକ୍ ଭିଡିଓ ଓ ଫିଲ୍ମରେ ନଜର ଆସିଛନ୍ତି ପ୍ରକୃତି। ତେବେ ସବୁବେଳେ ଲାଇମ ଲାଇଟରେ ରହୁଥିବା ପ୍ରକୃତି ମିଶ୍ରଙ୍କୁ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ୱାନ ମିଲିୟନ ଅର୍ଥାତ୍ ଦଶଲକ୍ଷ ଲୋକ ଫଲୋ କରିଛନ୍ତି । ଯାହାକୁ ନେଇ ଖୁସିରେ ନାଚି ଉଠିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ବନ୍ଧୁବାନ୍ଧବଙ୍କ ସହ ଏମିତି ସେଲିବ୍ରେଟ କରିଛନ୍ତି ପ୍ରକୃତି ମିଶ୍ର । ଆପଣ ବି ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link