Cyclone Dana Update: ମାଡି ଆସୁଛି ବାତ୍ୟା, ଜାଣନ୍ତୁ ବାତ୍ୟା ମୁକାବିଲା ପାଇଁ କେମିତି ରହିଛି ପ୍ରଶାସନର ପ୍ରସ୍ତୁତି..

ପ୍ରିୟମ୍ବଦା ରଣା Thu, 24 Oct 2024-1:31 pm,

Cyclone Dana Update: ମାଡି ଆସୁଛି ବାତ୍ୟା। ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀପ୍ରେକ୍ଷୀରେ ଆଜି ସମସ୍ତ ପ୍ରଭାବିତ ଜିଲ୍ଲାରେ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଜଗତସିଂହପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଥିବା ଲୋକମାନଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଉଛି। ଏହାସହ ଖାଲି ହୋଇଥିବା ଗ୍ରାମରେ ପୋଲିସ୍ ବାହିନୀ ଦ୍ବାରା ପାଟ୍ରୋଲିଂ ମଧ୍ୟ କଡାକଡି କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link