ନୂଆ ପାର୍ଲିଆମେଣ୍ଟରେ ଓଡ଼ିଆରେ ଭାଷଣ ଦେଲେ ରାଷ୍ଟ୍ରପତି, ଶୁଣନ୍ତୁ କଣ କହୁଛନ୍ତି

ପ୍ରଭୁଦତ୍ତ ମହାରଣା Wed, 31 Jan 2024-11:05 pm,

ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସଦ ଭବନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏହି କାଳଜୟୀ କବିତାକୁ ସ୍ମୃତିଚାରଣ କରି ସାଢେ ୪ କୋଟି ଓଡ଼ିଆଙ୍କୁ ଗୌରବାନ୍ଵିତ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link