Tutu Nayak Arrested: ଶେଷରେ ଗିରଫ ହେଲେ ଟୁଟୁ ନାୟକ, ଲାଗିଛି ସଙ୍ଗୀନ ଦଫା

ରଶ୍ମିତା ସାହୁ Sat, 04 Nov 2023-5:52 pm,

ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା । ପ୍ରଯୋଜକ ଟୁଟୁ ନାୟକ ଗିରଫ । ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ପୋଲିସ୍ । ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ କଟକରୁ ଆଜି ଉଠାଇ ଆଣିଥିଲା ପୋଲିସ୍ । ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଆକ୍ରମଣ କରିଥିଲେ। ମହିଳା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷାରେ ଗାଳି କରିଥିଲେ। ପୁଣି ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିଥିଲେ ଟୁଟୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link