Parikrama Prakalpa: ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଯଜ୍ଞ ପ୍ରକ୍ରିୟା ଆରମ୍ଭ
Parikrama Prakalpa: ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଯଜ୍ଞ ପ୍ରକ୍ରିୟା ଆରମ୍ଭ। ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଯଜ୍ଞ ପ୍ରକ୍ରିୟା ଆରମ୍ଭ। ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାରାୟଣ ଯଜ୍ଞ ପାଇଁ ଯଜ୍ଞ ମଣ୍ଡପ ପ୍ରସ୍ତୁତ। ଚାଲିବ ବେଦପାଠ ସହ ଭଜନ କୀର୍ତ୍ତନ। ଭବ୍ଯ ସମାରୋହରେ ହେବ ଯଜ୍ଞ। ଆଜି ସଂନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ୧୦୮ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ।