Viral Video: ସୋସିଆଲ୍ ମିଡିଆରେ ନିଆଁ ଲଗାଇଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ

Narmada Behera Thu, 17 Oct 2024-9:17 am,

Viral Video: ନିକଟରେ ସାହୁ ଭାଉଜଙ୍କ ଅଶ୍ଲୀଳ ନୃତ୍ୟୁ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ପରେ ସେ କ୍ଷାମା ପ୍ରାର୍ଥନା କରି ଆଉ ଥରେ ମଧ୍ୟ ସେଭଳି ନୃତ୍ୟୁ ଯାତ୍ରା ମଞ୍ଚରେ ପରିବେଷଣ କରୁଛନ୍ତି।  ତେବେ, ଏହାରି ଭିତରେ ଆଉ ଜଣେ ପୁରୀ ବୋହୂଙ୍କ ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଲଗାଉଛି। ତେବେ, ଦେଖନ୍ତୁ ଏହି ଭିଡିଓ... 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link