Viral Video: ସାହୁ ଭାଉଜଙ୍କୁ ଗୋଟିଏ ଝଟକାରେ ପଛରେ ପକାଇଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ...

Narmada Behera Fri, 25 Oct 2024-12:56 pm,

  Viral Video: ନିକଟରେ ସାହୁ ଭାଉଜ ପୁଣି ଥରେ ଷ୍ଟେଜ୍ ରେ ଅଶ୍ଲୀଳତାର ସୀମା ପାର କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ, ଏହାରି ଭିତରେ ଯାତ୍ରାର ଆଉ ଜଣେ ଅଭିନେତ୍ରୀ କୁଇନଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତାହା ପୁଣି ବ୍ୟାକ୍ ଷ୍ଟେଜ୍ ରୁ । କୁଇନ ଙ୍କ ସହ ଆଉ ଜଣେ ଅଭିନେତ୍ରୀ ମଧ୍ୟ ଥିବା ଭିଡିଓ ରେ ଦେଖିବାକୁ ମିଳିଛି। ତେବେ ଦେଖନ୍ତୁ ୨ ଜଣ ଅଭିନେତ୍ରୀ ବ୍ୟାକ୍ ଷ୍ଟେଜ୍ ରେ କଣ କରୁଛନ୍ତି।....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link