Ragging Video: କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ରାଗିଂ!, କବାଟ ଭାଙ୍ଗି ପଶିଲେ, ପିଟିଲେ, ଦେଖନ୍ତୁ ଏହି ଭିଡିଓ...

ପ୍ରିୟମ୍ବଦା ରଣା Nov 06, 2024, 13:34 PM IST

Ragging Video: କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ , ସିନିୟର୍ ପିଲାଙ୍କ ମାଡ଼ରେ ୨ୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର। ରାତି ଅଧରେ ୫ ଜଣ ସିନିଅର ଛାତ୍ର ମୋହିତ ପାତ୍ର , ସାଫଲ୍ୟ ମଲ୍ଲୀକ , କୁସୁମ ଦାସଦା , ବାବୁ ଦାଶ ଓ ଶେଖର ହଷ୍ଟେଲ କବାଟ ଭାଙ୍ଗି ପଶି ଲୁହାରଡ଼ ଏବଂ ବାଡ଼ିରେ ପିଟିଥିଲେ। ଫଳରେ ବିଶ୍ଵଜିତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବିଶ୍ଵଜିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link