Rahul Making Chocolate: ଚକୋଲେଟ ଫ୍ୟାକ୍ଟ୍ରି ଯାଇ ଚକୋଲେଟ ପ୍ରସ୍ତୁତ କରୁଛନ୍ତି ରାହୁଲ, ଭିଡିଓ ସେୟାର କଲା କଂଗ୍ରେସ

ରଶ୍ମିତା ସାହୁ Mon, 28 Aug 2023-12:21 pm,

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ତାମିଲନାଡୁର ଉଟିରେ ଥିବା ଏକ ଚକୋଲେଟ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିବାର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଚକୋଲେଟ ତିଆରି କରିବାରେ ଚେଷ୍ଟା କରୁଥିବା ବେଳେ କନଫେରେଟାରୀ ସାମଗ୍ରୀ ଉପରେ ସାମଗ୍ରୀ ଏବଂ ସେବା କର (ଜିଏସ୍ଟି) ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଫ୍ୟାକ୍ଟ୍ରିରେ ସେ ଚକୋଲେଟ ତିଆରି କରିବା ସହ ସେଠାରେ କାର୍ଯ୍ୟରତ ତାମିଲ ମହିଳା ମାନଙ୍କ ଠାରୁ ତାମିଲ୍ ଶିଖିବାକୁ ମଧ୍ୟ ଚେଷ୍ଟା କରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link