White Snake Video: ହିମାଚଳରେ ପର୍ଯ୍ୟଟକ ଦେଖିଲେ ବିରଳ ଧଳାସାପ, ଆପଣ ବି ଦେଖନ୍ତୁ ଏହି ଭିଡିଓ

Sun, 30 Jul 2023-8:26 pm,

Rare White Snake Spotted In Himachal Pradesh: Watch This Viral Video । ଦୁନିଆରେ ତଥା ଆମ ପାରିପାର୍ଶ୍ୱିକ ସ୍ଥାନରେ ଅନେକ ପ୍ରକାରର ସାପ ଆମେ ଦେଖିଥାଉ ହେଲେ କେବେ ଆପଣ ଧଳା ସାପ ଦେଖିଛନ୍ତି କି । ଯଦି ନା ତାହେଲେ ଏହି ଭିଡିଓଟିକୁ ଦେଖନ୍ତୁ । ଏହି ଭିଡିଓଟି ହିମାଚଳ ପ୍ରଦେଶର ବୋଲି କୁହାଯାଉଛି। ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ବେଶ ଭାଇରାଲ ହେବାରେ ଲାଗିଛି। ଯଦି ଆପଣ ବି ଧଳା ସାପ ଦେଖିନାହାଁନ୍ତି ତେବେ ଏହି ଭାଇରାଲ ଭିଡିଓଟିକୁ ଦେଖନ୍ତୁ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link