ମୂଷା, ଘୁଷୁରୀ ନା ହରିଣ? ଏହି ଅନନ୍ୟ ପଶୁକୁ ଦେଖିବା ପରେ ଦ୍ୱନ୍ଦ୍ୱରେ ପଡୁଛନ୍ତି ଲୋକେ; ଦେଖନ୍ତୁ ଭିଡିଓ

ଜୀ ଓଡ଼ିଶା ଡେସ୍କ Wed, 31 May 2023-11:18 pm,

Kanger Ghati National Park: ଏହି ପଶୁର ଗୋଡ ଓ ଲାଞ୍ଜ ହରିଣ ପରି ଦେଖାଯାଉଛି । ବିଶେଷ କଥା ହେଉଛି ଏହାର ଚାଲିବାର ଶୌଳୀ ମଧ୍ୟ ହରିଣ ପରି । ଏହି ଭିଡିଓ ଛତିଶଗଡର କାଙ୍ଗର ଘାଟି ଜାତୀୟ ଉଦ୍ୟାନରେ । କେହି ଏହାକୁ ମୂଷା, ଆଉ କେହି ଏହାକୁ ହରିଣ କହୁଛନ୍ତି । ଦେଖନ୍ତୁ ଭିଡିଓ ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link