Ratna Bhandar: `ଏଣ୍ଡୋସ୍କୋପିକ କରାଯାଇ ରତ୍ନଭଣ୍ଡାରର ସ୍ଥିତିକୁ ଅନୁଧ୍ୟାନ କରାଯିବ`

Sat, 09 Mar 2024-7:13 pm,

ଭିତର ରତ୍ନଭଣ୍ଡାର ସ୍ବର୍ଣ୍ଣ ଅଳଙ୍କାର ଆକଳନ ପାଇଁ endoscopy ବା ବୈଷୟିକ ସହାୟତା ନିଆଯାଇପାରେ। ଆସନ୍ତା ରଥଯାତ୍ରା ହିଁ ରତ୍ନ ଆକଳନ ସହ ମରାମତି ପାଇଁ ପ୍ରକୃଷ୍ଟ ସମୟ। ପ୍ରଥମେ ୧୯୭୮ ମସିହା ଓ ସ୍ଵାଧୀନତା ପୂର୍ବରୁ ୧୯୨୬ ମସିହାରେ ହୋଇଥିବା ରତ୍ନଭଣ୍ଡାର ଆକଳନ ରିପୋର୍ଟ ହସ୍ତଗତ ପରେ ଏହାର ତର୍ଜମା ହେବ। ଆସନ୍ତା ମେ ୧ତାରିଖରେ ଦ୍ଵିତୀୟ ବୈଠକ ବସି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେପଟେ ରଥଯାତ୍ରାରେ ଗର୍ଭଗୃହ, ନାଟମଣ୍ଡପ ଓ ଜଗମୋହନ ମରାମତି ପରେ ଗଣତି, ମଣତି, ମରାମତି ସମୟ ସାପେକ୍ଷ ହେବନାହିଁ।ତେଣୁ ପୂର୍ବରୁ ବାହାରପଟ ମରାମତି କରାଯାଉ ଏବଂ ଏଣ୍ଡୋସ୍କୋପି କେତେଦୂର ସହଜ ହେବ ପ୍ରଶ୍ନ କରିଛନ୍ତି ଏ ଏସ୍ ଆଇର ସୁପରିଟେଣ୍ଡଣ୍ଟ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link