Video: ସୁଟିଂ ସମୟରେ ସତସତିକା ପାହାର, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 24 Oct 2024-5:53 pm,

Video: ଏକ ପ୍ରାଙ୍କ୍ ସୁଟିଂ ଚାଲିଥିଲା ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୁହଁରେ ରୁମାଲ ପକାଇଥିଲେ ବାଇକରେ ଆସିଥିବା ଯୁବକ । କିନ୍ତୁ ସେହି ସମୟରେ ଜଣେ ସାଧାରଣ ଲୋକ ଘଟଣାକୁ ସତ ଭାବିନେଇଥିଲେ । ସେ ଏହା ଭାବିଥିଲେ ଯେ, ବୋଧେ କେହି ଅଜଣା ବ୍ୟକ୍ତି ଆକ୍ରମଣ କରୁଛନ୍ତି । ସେ ଉତ୍ୟକ୍ତ ହୋଇ ବ୍ୟକ୍ତିଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link