Indian Railway: ପଦାରେ ପଡ଼ିଲା ଭାରତୀୟ ରେଳ ବିଭାଗର ଅସଲ ଚିତ୍ର, ଦେଖନ୍ତୁ ଭାଇରାଲ ଭିଡିଓ

Sat, 12 Aug 2023-3:19 pm,

ଆମ ଦେଶରେ ଯେତେବେଳେ ଦୂରସ୍ଥାନକୁ ଭ୍ରମଣ କରିବା ନେଇ କଥା ଆସେ ସେତେବେଳେ ଟ୍ରେନ୍ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଦୀର୍ଘ ଦୂରତାକୁ ଅତିକ୍ରମ କରିବା ପାଇଁ ରେଳ ଏକ ଶସ୍ତା ଓ ଦ୍ରୁତ ପରିବହନର ମାଧ୍ଯମ ଅଟେ। ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟ ଓ ସହରରେ ରେଳ ବ୍ୟବସ୍ଥା ରହିଛି । କିନ୍ତୁ ନିକଟରେ ଭାଇରାଲ ହୋଇଥିବା ଏହି ଭିଡ଼ିରେ ରେଳବାଇର ଅସଲି ଚିତ୍ର ଲୋକଲୋଚନକୁ ଆସିଛି । ଦେଖନ୍ତୁ ଏଇ ଭିଡ଼ିଓକୁ କିପରି ଲୋକେମାନେ ଟ୍ରେନରେ ସିଟ୍ ନ ପାଇ ଲଦାଲଦି ହୋଇ ଶୋଇଛନ୍ତି । ଯାହା ରେଳବାଇର ବାସ୍ତବ ଚିତ୍ରକୁ ବଖାଣୁଛି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link