ରିୟା ଦେ, ରିୟା ଦେ ପଖାଳ ଭିଡି଼ଓ, ରିୟା , ମନୋରଞ୍ଜନ ଖବର, ଓଡି଼ଆ ନ୍ୟୁଜ୍

Narmada Behera Sun, 28 Apr 2024-2:43 pm,

Video: ଓଲିଉଡ଼ ଅଭିନେତ୍ରୀ ରିୟା ଦେ। ରିୟା ନିଜର ଦମଦାର ଅଭିନୟ ପାଇଁ ଲୋକକଙ୍କ ହୃଦୟରେ ସ୍ବତସ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତେବେ, ଏହାରି ଭିତରେ ରିୟାଙ୍କ ଏକ ଭିଡି଼ଓ ଭାଇରାଲ୍ ହୋଇଛି । ଭାଇରାଲ୍ ହୋଇଥିବା ଭିଡି଼ଓରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ପାରମ୍ପାରିକ ବେଶଭୂଷା ସଜେଇ ହୋଇ ପଖାଳ ଖାଇଛନ୍ତି । ଦେଖନ୍ତୁ ଏହି ସୁନ୍ଦର ଭିଡି଼ଓ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link