Road Accident: ବାଇକ୍ ଧକ୍କା ହୋଇ ଚାଳକ ପଡ଼ିଥିବା ବେଳେ ଚଢିଗଲା ଟ୍ରକ, ଜଣେ ମୃତ

Mon, 29 Jan 2024-11:39 am,

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ପଡ଼ିଥିବା ବେଳେ ପଛରୁ ଏକ ପଥର ବୋଝେଇ ଟ୍ରକ ଜଣଙ୍କ ଉପରେ ଚଢ଼ିଗଲା, ଜଣେ ମୃତ, ଜଣେ ଆହତ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link