Video: କାଉଣ୍ଟରରେ ମଦ ମାଗିଲେ, ତାପରେ ଦୋକାନୀଙ୍କୁ ଭୁଜାଲି ଦେଖାଇ ଲୁଟିଲେ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 25 Sep 2024-8:15 pm,

Video: CCTVରେ କଏଦ ହୋଇଥିବା ଏହି ଦୃଶ୍ୟ ଦେଖନ୍ତୁ । ଜଣେ ମଦ ଦୋକାନୀଙ୍କୁ ମାରମାସ୍ତ୍ର ଦେଖାଇ ମଦ ଦୋକାନରୁ ଲୁଟ୍ କରିଛନ୍ତି ଲୁଟେରା । ଘଟଣାର ଦୃଶ୍ୟ ରେକର୍ଡ ହୋଇ ରହିଛି କ୍ୟାମେରା ଲେନ୍ସରେ । ଦୃଶ୍ୟଟି ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link