Video: ହାତ ବ୍ୟବହାର ବନ୍ଦ ! ଆପଣଙ୍କୁ ଖୁଆଇବା ପାଇଁ ଆସିଲା ରୋବଟ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 04 Oct 2024-11:01 pm,

Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ମଣିଷକୁ ରୋବଟ ଖୁଆଇ ଦେଉଛି । ଚାମଚରେ ପ୍ଲେଟରୁ ଖାଦ୍ୟ ନେଇ ମଣିଷ ପାଟିରେ ଦେଉଛି ରୋବଟ୍ । ଏହି ଭିଡିଓଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link