Rohit Pujari: ରେଢ଼ାଖୋଲରୁ ପୁଣି ଲଢିବେ ରୋହିତ ପୂଜାରୀ, ସମଲେଶ୍ୱରୀଙ୍କ ନେଲେ ଆଶିଷ

Sun, 14 Apr 2024-12:00 pm,

ରୋହିତ ପୂଜାରୀ ବିଜେଡି ତରଫରୁ ରେଢ଼ାଖୋଲ ବିଧାୟକ ଟିକେଟ ପାଇଲା ପରେ ଶନିବାର ସନ୍ଧ୍ୟା ରେ ମା ସମଲେଶ୍ୱରୀ ଙ୍କର ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି | ସେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ଜନତା ଙ୍କ ର ଆଶୀର୍ବାଦ କାମନା କରିଛନ୍ତି | ଏଥର ସମ୍ବଲପୁର ସଂସଦୀୟ କ୍ଷେତ୍ର ସହ ସାତଟି ବିଧାନସଭା ସିଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଦେବେ ବୋଲି କହିଛନ୍ତି| ସେ ଏବେ ସମ୍ବଲପୁର ଜିଲ୍ଲା ବିଜେଡି ର ସଭାପତି ରହିଥିବା ବେଳେ ତାଙ୍କର ମଧ୍ୟ ଅନେକ ଦାୟିତ୍ୱ ରହିଛି ବୋଲି କହିଛନ୍ତି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link