Video: ଅଭିନେତ୍ରୀ ଜସ୍ମିନ ରଥଙ୍କ ରୋମାଣ୍ଟିକ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 25 Oct 2024-2:43 pm,

Video: ଅଭିନେତ୍ରୀ ଜସ୍ମିନ ରଥଙ୍କ ସହିତ ସନ୍ଦୀପ ମିଶ୍ର ଏକ ରିଲ୍ସ ପ୍ରସ୍ତୁତ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ଏହି ଯୋଡି । ଅନେକ ପ୍ରଶଂସକ ଭିଡିଓ ଦେଖିବା ପରେ କମେଣ୍ଟ ସେକ୍ସନରେ ନିଜର ମତାମତ ଦେଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link