Rourkela Airport: ସଂସଦରେ ମନ୍ତ୍ରୀ ଏଡାଇଲେ ରାଉରକେଲା ଏୟାରପୋର୍ଟ ଉନ୍ନତି ନେଇ ଜୁଏଲଙ୍କ ପ୍ରଶ୍ନ, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 07 Dec 2023-8:11 pm,

Rourkela Airport: ରାଉରକେଲା ଏୟାରର୍ପୋର୍ଟ ଉନ୍ନତି ନ ହେବା ନେଇ ସଂସଦ ରେ ପ୍ରଶ୍ନ ଉଠାଇଲେ ଜୁଏଲ। ରାଉରକେଲା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ସହ ଏହାର ଗୁରୁତ୍ଵ କୁ ବୁଝାଇବାକୁ ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣା ଏବଂ କୋଭିଡ ସମୟ ରେ ରାଉରକେଲା ରୁ ଅତ୍ୟାବଶ୍ୟକ ଅକ୍ସିଜେନ୍ ଓ ସ୍ପାଇରାଲ ପାଇପ୍ ଆସିବା ଘଟଣା ମନେ ପକାଇଲେ ଜୁଏଲ। ଉତ୍ତର କୁ ଏଡ଼ାଇ ଭେଟ ହୋଇ ଆଲୋଚନା କରିବାକୁ କହିଲେ ମନ୍ତ୍ରୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link