Rupa Aseema Video: ଭାଇରାଲ ହେଉଛି ରୂପାଙ୍କ ସହ ଅସୀମାଙ୍କ ଭିଡିଓ, ଫ୍ୟାନ୍ସ କହିଲେ ସୁଧୁରିଯାଅ

Rashmita Sahoo Fri, 16 Aug 2024-3:13 pm,

ଭାଇରାଲ ହେଉଛି ରୂପାଙ୍କ ସହ ଅସୀମାଙ୍କ ଭିଡିଓ, ଫ୍ୟାନ୍ସ କହିଲେ ସୁଧୁରିଯାଅ। ପ୍ରକୃତରେ କିଛି ଦିନ ତଳେ ଅସୀମା ନିଜ ଇନଷ୍ଟାପେଜ୍ ରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସୋସିଆଲ ମିଡିଆ ସେନସେସନ ରୂପା ଓ ଅସୀମା ପଣ୍ଡା ଏକ ଟ୍ରେଣ୍ଡିଂ ସଙ୍ଗ ମହୁଆ ଗୀତରେ ଡ୍ୟାନ୍ସ କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ମାନେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link