Sabyarchita: ଧଳାଚାଦର ବରଫରେ ଲଭ ସେଲିବ୍ରେସନ, ଅର୍ଚ୍ଚିତାଙ୍କୁ ଦେଖି ସବ୍ୟ କହିଲେ Feel My Love
Mar 04, 2024, 15:26 PM IST
୨୦୨୧ ମାର୍ଚ୍ଚ ୧ ରେ ବିବାହ କରିଥିଲେ ଅର୍ଚ୍ଚିତା-ସବ୍ୟସାଚୀ । ଅର୍ଥାତ୍ ୪ ବର୍ଷର ବିବାହ ବାର୍ଷିକୀ ପାଳନ କରିଛନ୍ତି ଉଭୟ ଅଭିନେତା ଓ ଅଭିନେତ୍ରୀ । ଏକ ବରଫାବୃତ୍ତ ଅଞ୍ଚଳରେ ଉଭୟ ନିଜର ବିବାହ ବାର୍ଷିକୀ ସେଲିବ୍ରେଟ କରିଛନ୍ତି । ଏହି ସୁନ୍ଦର ସମୟର ଏକ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏହି ଭିଡିଓ ରେ କ୍ୟାପସନ ଲେଖିଛନ୍ତି ସବ୍ୟ Some special moments ଲଭ ଇମୋଜି ହ୍ୟାଟଟ୍ୟାଦ SA ହ୍ୟାସଟ୍ୟାଗ SabyArchita