ସାହୁ ବାବୁଙ୍କ ସହ ଏମିତି ଗେଲ ହେଉଥିଲେ ଭାଉଜ, ତାପରେ କ`ଣ ହେଇଥିଲା ଦେଖନ୍ତୁ

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 24 Sep 2024-4:17 pm,

Video: ପୂର୍ବରୁ ରାଜୁ ଦାସଙ୍କ ସହ ଅନେକ କମେଡି ଭିଡିଓରେ ନଜର ଆସୁଥିଲେ ଅଭିନେତ୍ରୀ ଆଞ୍ଜେଲ ଶ୍ରୀ ଓରଫ ସାହୁ ଭାଉଜ । ପରବର୍ତ୍ତୀ ସମୟରେ ରାଜୁ ଦାସଙ୍କ ସହ ମନୋମାଳିନ୍ୟ ହେବା କାରଣରୁ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । କିନ୍ତୁ ଏବେ ମଧ୍ୟ କିଛି ପୁରୁଣା ଦିନର ସ୍ମୁତି ରହିଛି ଯେଉଁଥିରେ ସାହୁ ବାବୁଙ୍କ ସହ ଭାଉଜଙ୍କୁ ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link