Sahoo Babu Video: ସାହୁ ଭାଉଜ ନୁହେଁ ଏଥର ଭାଇରାଲ ହେଲେ ସାହୁ ବାବୁ, ଦେଖନ୍ତୁ Video

Rashmita Sahoo Sun, 13 Oct 2024-1:52 pm,

Sahoo Babu Video: ସାହୁ ଭେରାଇଟି ଷ୍ଟୋର ରୁ ଫେମସ ହୋଇଥିବା ସାହୁ ବାବୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବି ବେଶ ଚର୍ଚ୍ଚାରେ ରହିଥାନ୍ତି। ତେବେ କିଛିଦିନର ବ୍ୟବଧାନ ପରେ ପୁଣିଥରେ ନିଜ ପତ୍ନୀ ଓ ଝିଅ ସହ ନଜର ଆସିଛନ୍ତି ସାହୁ ବାବୁ। ନବରାତ୍ରୀ ସମୟରେ ଚାରିଆଡେ ଦାଣ୍ଡିଆ ନାଇଟ୍ ର ଆସର ଦେଖିବାକୁ ମିଳିଥିଲା। ଆଉ ଏହି ସୁନ୍ଦର ସମୟକୁ ଉପଭୋଗ କରିବାକୁ ପତ୍ନୀ ଓ ଝିଅଙ୍କ ସହ କଟକର ଏକ ଦାଣ୍ଡିଆ ସେଲିବ୍ରେସନରେ ପହଞ୍ଚିଥିଲେ ରାଜୁ ଦାସ ଓରଫ ସାହୁ ବାବୁ। ଭିଡିଓ ହେଲା ଭାଇରାଲ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link