Video: `ସାହୁ ଭାଉଜ`ଙ୍କ ସହ କିଏ ଏ ଯୁବକ ? ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 01 Oct 2024-4:53 pm,

Video: ପୂର୍ବରୁ ହାସ୍ୟ ଅଭିନେତା ରାଜୁ ଦାସଙ୍କ ସହ ୟୁଟୁବ ଭିଡିଓରେ ଅଭିନୟ କରି ଚର୍ଚ୍ଚାରେ ଥିଲେ 'ସାହୁ ଭାଉଜ' ଭାଗ୍ୟଶ୍ରୀ । ନିକଟରେ ଯାତ୍ରା ମଞ୍ଚରେ ନିଜର ନୃତ୍ୟକୁ ନେଇ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସେବେଠୁ ଭାଗ୍ୟଶ୍ରୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଭିଡିଓଟିରେ ଭାଗ୍ୟଶ୍ରୀ ଟିକେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଭିଡିଓଟି ପୁରୁଣା ହୋଇଥିଲେ ମଧ୍ୟ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link