Video: `ସାହୁ ଭାଉଜ` ହାତରେ ମାଇକ୍ରୋଫୋନ ଧରିଲେ ଆଉ ଷ୍ଟେଜ୍ ଉପରେ...

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 03 Oct 2024-7:00 pm,

Video: ଯାତ୍ରା ମଞ୍ଚରେ ଜଲୱା ଦେଖାଉଛନ୍ତି ସାହୁ ଭାଉଜ ଭାଗ୍ୟଶ୍ରୀ । ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଚି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସାହୁ ଭାଉଜ ହାତରେ ମାଇକ୍ରୋଫୋନ ଧରି ସହକଳାକାରଙ୍କ ସହ ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରୁଛନ୍ତି । ଦର୍ଶକମାନେ ଏହି ନୃତ୍ୟକୁ ଖୁବ ପସନ୍ଦ ମଧ୍ୟ କରୁଥିବା ସୂଚନା ମିଳିଛି । ତେବେ ଭିଡିଓଟି ବର୍ତ୍ତମାନ ଭାଇରାଲ ହୋଇଥିଲେ ମଧ୍ୟ ଏହା କିଛିଦିନ ତଳେ ମୋବାଇଲ୍ କ୍ୟାମେରାରେ ଦର୍ଶକଙ୍କ ଦ୍ୱାରା ସୁଟିଂ ହୋଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link