Video: ଯାତ୍ରା ମଞ୍ଚରୁ ଦର୍ଶକଙ୍କ ମୋବାଇଲ୍ ନେଲେ `ସାହୁ ଭାଉଜ`

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 19 Oct 2024-3:21 pm,

Video: 'ସାହୁ ଭାଉଜ' ଆଞ୍ଜେଲ୍ ଶ୍ରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜର ନିଆରା ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଅନେକ ଲୋକ ଆଞ୍ଜେଲ ଶ୍ରୀଙ୍କୁ ନେଇ ଅନେକ ଆଲୋଚନା କରୁଛନ୍ତି । ପ୍ରଥମେ ଅଶ୍ଲିଳ ନୃତ୍ୟ ପରେ ଅଧିକ ଭାଇରାଲ୍ ହୋଇଥିବା ଆଞ୍ଜେଲ୍ ଶ୍ରୀ ନିକଟରେ ଏକ ଯାତ୍ରା ମଞ୍ଚରୁ ଦର୍ଶକଙ୍କ ସହ ସେଲଫି ଉଠାଇଥିଲେ । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link