Sahoo Bhauja: ପୁଣି ଥରେ ଯାତ୍ରା ପେଣ୍ଡାଲରେ ନିଆଁ ଲଗାଇଲେ ସାହୁ ଭାଉଜ, ଭାଇରାଲ ହେଲା ଭିଡିଓ

Prabhudatta Moharana Fri, 25 Oct 2024-9:57 am,

ପୁଣି ଥରେ ଭାଇରାଲ ହେଲା ସାହୁ ଭାଉଜ ନାଁରେ ପରିଚିତ ଥିବା ଆଞ୍ଜେଲ ଶ୍ରୀଙ୍କ ଭିଡିଓ। ଯାତ୍ରା ମଞ୍ଚରେ ଅଭିନୟ କରୁଥିବା ବେଳେ ସେହି ସମୟର ଏକ ଭିଡିଓ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅପଲୋଡ କରିଥିଲେ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link