Video: ଆଜି ରାତିରେ ଏହି ସ୍ଥାନକୁ ଯିବେ `ସାହୁ ଭାଉଜ`

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 21 Oct 2024-10:00 pm,

Video: 'ସାହୁ ଭାଉଜ' ଆଞ୍ଜେଲ ଶ୍ରୀଙ୍କୁ ନେଇ ଚର୍ଚ୍ଚା ଆଲୋଚନା ଥମିବାରେ ନାଁ ଧରୁନି । ଯାତ୍ରା ମଞ୍ଚରେ ଅଶ୍ଳିଳ ନୃତ୍ୟ ପରିବେଷଣ ପରେ ବିବାଦ ବଢିଛି ତାଙ୍କୁ ନେଇ । କିନ୍ତୁ ତଥାବି ସେ ଗୋଟିଏ ପରେ ଗୋଟିଏ ଯାତ୍ରା ମଞ୍ଚରେ ନଜର ଆସୁଛନ୍ତି । ସାହୁ ଭାଉଜ ଆସୁଥିବା ଶୁଣି ଦର୍ଶକ ମଧ୍ୟ ଯାତ୍ରା ପେଣ୍ଡାଲ ତଳେ ଭିଡ ଲଗାଉଛନ୍ତି । ଆଜି ରାତିରେ ସାହୁ ଭାଉଜ କେଉଁ ସ୍ଥାନକୁ ଯିବେ ସେନେଇ ଏକ ଭିଡିଓ ଜାରି କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link