Video: `ସାହୁ ଭାଉଜ` ଷ୍ଟେଜ୍ ଉପରେ ବଟଲ୍ ଖୋଲି ମଞ୍ଚ ତଳକୁ ଢାଳିଲେ, ଭିଡିଓ ଭାଇରାଲ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 19 Oct 2024-8:54 pm,

Video: ଅଶ୍ଳିଳତାର ସୀମା ପାର୍ କରିଥିବା 'ସାହୁ ଭାଉଜ' ଆଞ୍ଜେଲ୍ ଶ୍ରୀଙ୍କ ଆଉ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ମଞ୍ଚ ଉପରେ ଧୂଆଁଦାର ଡ୍ୟାନ୍ସ ସମେତ ମଞ୍ଚ ଉପରେ ଥାଇ ପାଣି ବଟଲ ଖୋଲି ଦର୍ଶକଙ୍କ ଉପରେ ଢାଳିଛନ୍ତି ଆଞ୍ଜେଲ୍ ଶ୍ରୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link