Video: `ସାହୁ ଭାଉଜ`ଙ୍କ ଆଉ ଏକ ହରକତ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 22 Oct 2024-9:23 pm,

Video: 'ସାହୁ ଭାଉଜ' ଆଞ୍ଜେଲ ଶ୍ରୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ତଳେ ଯାତ୍ରା ମଞ୍ଚରେ ଅଶ୍ଲିଳ ନୃତ୍ୟ ପରିବେଷଣ କରିଥିଲେ ତାପରେ ଦୁର୍ଗା ପୂଜା ଭଷାଣୀ ସମୟରେ ନୃତ୍ୟ କରି ଆହୁରି ବିବାଦରେ ଛନ୍ଦି ହୋଇଥିଲେ । ନିକଟରେ ଯାତ୍ରା ମଞ୍ଚରେ ଏପରି ଠୁମକା ଲଗାଇଥିବାର ଦୃଶ୍ୟ ସୋସିଆଲ ମିଡିଆରେ ସେୟାର ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link