Video: `ସାହୁ ଭାଉଜ` ପୁଣି ଚଢିଲେ ଯାତ୍ରାମଞ୍ଚରେ, ଦର୍ଶକଙ୍କ ସହ କଲେ ଏମିତି କିଛି

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 26 Sep 2024-11:14 pm,

Video: ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି 'ସାହୁ ଭାଉଜ' ଓରଫ ଭାଗ୍ୟଶ୍ରୀ । ଯାତ୍ରା ମଞ୍ଚରେ ଚଢିବା ମାତ୍ରେ ଦର୍ଶକଙ୍କ ମନରେ ବଢୁଛି କ୍ରେଜ୍ । ପୁଣି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସାହୁ ଭାଉଜ ମଞ୍ଚତଳେ ଥିବା ଦର୍ଶକଙ୍କ ସହ ହାତ ମିଳାଉଛନ୍ତି । ଏଥିସହ ଦର୍ଶକଙ୍କ ସହ କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ଦର୍ଶକ ଏହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ ରେକର୍ଡ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link