Video: ଯାତ୍ରା ପେଣ୍ଡାଲ ପରେ ଡଙ୍ଗା ଭିତରୁ ଭାଇରାଲ୍ ହେଲେ `ସାହୁ ଭାଉଜ`

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 03 Oct 2024-4:35 pm,

Video: 'ସାହୁ ଭାଉଜ' ନାମରେ ପରିଚିତ ହୋଇଥିବା ଆଇଟମ ଡ୍ୟାନ୍ସର ଭାଗ୍ୟଶ୍ରୀଙ୍କ ଅନେକ ଗୁଡିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମଧ୍ୟରୁ ଏହି ଭିଡିଓଟି ଖୁବ ନିଆରା ପରି ମନେ ହେଉଛି । ଏକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ଥିବା ଏକ ବୋଟ୍ ମଧ୍ୟରେ ଭାଗ୍ୟଶ୍ରୀ ଏହି ରିଲ୍ସଟି ପ୍ରସ୍ତୁତ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link