Sambalpur News: ବବିଙ୍କୁ ଲୋକସଭା ଟିକେଟ ମିଳିବା ପରେ ସମ୍ବଲପୁରରେ ସେଲିବ୍ରେସନ

Thu, 28 Mar 2024-12:13 pm,

ସମ୍ବଲପୁର ସଂସଦୀୟ ଲୋକସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ର ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ମନୋନୀତ କରିଥିବାରୁ ଗତକାଲି ସନ୍ଧ୍ୟା ରେ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ରୋହିତ ପୂଜାରୀ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଜିଲ୍ଲା ସ୍କୁଲ ଛକ ଓ ଗୋଲବଜାର ଛକ ଠାରେ ବାଣ ଫୁଟାଇ ମିଠା ବଣ୍ଟନ କରି ସ୍ଵାଗତ ସମାରୋହ କରିଥିଲେ|

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link