Odisha News: ସମ୍ବଲପୁର ବୁର୍ଲା ପୋଲିସର ଏନକାଉଣ୍ଟର, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 10 Oct 2024-2:16 pm,

Odisha News: ସମ୍ବଲପୁର ବୁର୍ଲା ପୋଲିସର ଏନକାଉଣ୍ଟର।ଗତ ଚାରି ତାରିଖ ରେ କମଳୁ ପ୍ରଧାନ ଓ ତା ସ୍ତ୍ରୀ ର ଝଗଡାକୁ ନେଇ ପୋଲିସ କନେଷ୍ଟବଳ ସରୋଜ ଭୋଇ ଝରା ପାଲିକୁ ଯାଇ ସ୍ତ୍ରୀ କୁ ଉଦ୍ଧାର କରିବା ପାଇଁ ଘର ଭିତର କୁ ପଶୁ ଥିବା ବେଳେ ଅପରାଧୀ କମଳୁ ପ୍ରଧାନ ଏକ ଚାପଡ଼ରେ ହାଣି କନେଷ୍ଟବଳ ସରୋଜର ତିନୋଟି ଆଙ୍ଗୁଳି କାଟି ଦେଇଥିଲା। ସେହି ଆକ୍ରମଣ ରେ କନେଷ୍ଟବଳ ସରୋଜର ତିନୋଟି ଆଙ୍ଗୁଳି କଟି ଯାଇଥିଲା। ସେହି ଦିନ ଠାରୁ ଅପରାଧୀ କମଳୁ ପ୍ରଧାନ ଫେରାର ହୋଇଯାଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link