Hirakud Dam Video: ହୀରାକୁଦ ଡ୍ୟାମ ର ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ...ଦେଖନ୍ତୁ ଭିଡିଓ

Mon, 29 Jul 2024-3:52 pm,

ହୀରାକୁଦ ଡେମ ର ନିଶ୍ଚିଦ୍ଧାଞ୍ଚଳ ରେ ଉଡିଲା ଡ୍ରୋନ | ଯେଉଁଠି କାହାକୁ ମଧ୍ୟ ଯିବାର ଅନୁମତି ନାହିଁ ସେଇଠି ଜଣେ କିଭଳି ଭାବରେ ଡ୍ରୋନ ଚଳାଇ vdo ଉଠାଇଲା ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି |ଏମିତି କି କିଛି ବର୍ଷ ହେଲା ଗେଟ ଖୋଲିବା ସମୟରେ ସାମ୍ବାଦିକ ଙ୍କୁ ମଧ୍ୟ ବାରଣ କରାଯାଇଛି | ସେଭଳି ସ୍ଥଳେ କିଭଳି ଭାବରେ ସେ ଅଂଚଳ ରେ ଡ୍ରୋନ ଉଡିଲା ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି ନିଷିଦ୍ଧାଂଚଳରେ କେବଳ ଡ୍ରୋନ ଉଡି ନାହିଁ | ଗେଟ୍ ଖୋଲିବା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ଯବସ୍ଥାକୁ ମୋଡି ମକଚି ଦେଇ ଅଣଅଧିକୃତ ବ୍ଯକ୍ତି ବିଶେଷ ଅପରେସନ ଗ୍ଯାଲେରୀରେ ପଶି ଭିଡିଓ ଭାଇରାଲ କରିବା ସହ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି |ସେ ବାବଦରେ ଏବେ କଣ ପଦକ୍ଷେପ ନିଆ ଯାଉଛି ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link