Sambalpur Politics: BJP ରୁ ଧର୍ମେନ୍ଦ୍ର, BJDରୁ ପ୍ରଣବ, ରାଜନୀତି ମାହୋଲ ଏବେ ସରଗରମ

Thu, 28 Mar 2024-5:39 pm,

ସମ୍ବଲପୁର ଲୋକସଭା ନିର୍ବାଚନ ପାଇଁ ଦୁଇ ପ୍ରମୁଖ ଦଳ ର ପ୍ରାର୍ଥୀ ଘୋଷଣା ପରେ ଏବେ ରାଜନୀତି ମହଲ ସରଗରମ ହୋଇଛି |ବିଜେପି ରୁ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ରୁ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ଭାବରେ ଘୋଷଣା ହେବା ପରେ ସମ୍ବଲପୁର ରେ ନାନା ପ୍ରଶ୍ନ ଉଙ୍କି ମାରୁଛି | ଗୋଟିଏ ପଟେ ଦୁଇ ପ୍ରାର୍ଥୀ ସମ୍ବଲପୁର ଲୋକ ସଭା ନିର୍ବାଚନ କ୍ଷେତ୍ର ର ବାହାର ଅଂଚଳ ର ହୋଇଥିବା ବେଳେ ସମ୍ବଲପୁର ର କିଛି ଲୋକଙ୍କ ମଧ୍ୟ ରେ ବିରୋଧଭାସ ଦେଖାଦେଇଛି |ସେହିଭଳି ଦୁଇ ନେତା ଟାଣୁଆ ହୋଇଥିବା ବେଳେ ଯିଏ ସମ୍ବଲପୁର ପାଇଁ କାମ କରିବ ସେ ଏଠାରୁ ଜିତିବ ବୋଲି କୁହାଯାଇଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link