Rohit Vs Jaynarayan: ରୋହିତ ଙ୍କ ତେରେଛା ବାଣ, ଜବାବ ଦେଲେ ଜୟ ନାରାୟଣ

Mon, 15 Apr 2024-12:39 pm,

ରୋହିତ ଙ୍କ ତେରେଛା ବାଣ ଜବାବ ଦେଲେ ଜୟ ନାରାୟଣ| ସମ୍ବଲପୁର ବିଧାୟକ ଓ ସାଂସଦ ପାଞ୍ଚ ବର୍ଷ ହେଲା ଦେଖା ନ ଥିଲା, ଗାୟବ ହୋଇଯାଇଥିଲେ | ମୌଳିକ ସୁବିଧା ରୁ ବଂଚିତ ସମ୍ବଲପୁର ବାସୀ | ଲୋକେ ଏଥର ଭୋଟ ମାଧ୍ୟମ ରେ ଜବାବ ଦେବେ ବୋଲି କହିଲେ ରୋହିତ| ଜବାବ ଦେଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ, ସେ କହିଲେ ଯେ ସେ କେମିତି ଜାଣିଲେ, ସେ ତାଙ୍କ ନିଜ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର କଥା ବୁଝନ୍ତୁ, ସମ୍ବଲପୁର ରେ କାହିଁକି ମୁଣ୍ଡ ପୁରଉଛନ୍ତି | ସମ୍ବଲପୁର ଲୋକେ ଜାଣିଛନ୍ତି ଯେ ସେମାନେ କାହାକୁ ଭୋଟ ଦେବେ, ମୋ ବାବଦ ରେ ସେମାନେ ଜାଣିଛନ୍ତି |ତାଙ୍କର କଉଠି ରେଢ଼ାଖୋଲ ରେ ଦେଖା ନ ଥିଲା ତ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link