Video: ଚାଳ ଘର ସାମ୍ନାରେ ଧୂଳି ଉଡାଇଲା ସ୍କୁଲ୍ ଛାତ୍ରୀ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 25 Oct 2024-10:55 pm,

Video: ସ୍କୁଲ ଛାତ୍ରୀ ବିଦ୍ୟା କେବଳ ଭଲ ପାଠ ପଢା ସାଙ୍ଗକୁ ଖୁବ ଭଲ ନୃତ୍ୟ ପରିବେଷଣ କରନ୍ତି । ନିଜର ଟ୍ୟାଲେଣ୍ଟକୁ ସୋସିଆଲ ମିଡିଆ ମାଧ୍ୟମରେ ସର୍ବସମ୍ମୁଖରେ ଆଣିବା ପରେ ଲୋକମାନେ ତାଙ୍କୁ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ପ୍ରତି ସପ୍ତାହରେ ନିଜ ପ୍ରଶଂସକଙ୍କ ପାଇଁ ନୂଆ ନୂଆ ଭିଡିଓ ଭେଟି ଦେଉଛନ୍ତି ବିଦ୍ୟା । ବଡ଼ ହେଲେ ନୃତ୍ୟ ମାଧ୍ୟମରେ ସେ ଖୁବ ଆଗକୁ ଯିବେ ବୋଲି ଲୋକମାନେ ଆଶା ପ୍ରକଟ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link