Video: କଶ୍ମୀରରେ ହ୍ରଦ ପାଣି ବରଫ ହେବା ପରେ ମାଛ ଅବସ୍ଥା ଦେଖନ୍ତୁ

Video: କଶ୍ମୀରରେ ତୁଷାରପାତ ସହ ଥଣ୍ଡା ବଢିବାରେ ଲାଗିଛି । ଭିଭିନ୍ନ ସ୍ଥାନରେ ଥିବା ହ୍ରଦ ଗୁଡିକ ବରଫରେ ପରିଣତ ହୋଇଛି । ପ୍ରସିଦ୍ଧ ଡାଲ୍ ଲେକ୍ ନିକଟରେ ଜଣେ ପର୍ଯ୍ୟଟକ ଏକ ଭିଡିଓ ସୁଟ୍ କରିଛନ୍ତି । ଯେଉଁଥିରେ ସେ ଦେଖାଇଛନ୍ତି ହ୍ରଦ ବରଫରେ ପରିଣତ ହେବା ପରେ କିପରି ମାଛଗୁଡିକ ବରଫରେ ଲାଖି ରହିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link